Swabhiman Seba Sangha ଆଜି chhatia ସ୍ଥିତ ସେବକ ଜରାଶ୍ରମ ରେ ତାର ସେବା କାର୍ଯ୍ୟ କରିଥିଲେ।ଆଶ୍ରମ ପରିସର ସଫେଇ କାର୍ଯ୍ୟକ୍ରମ ସହ ସେମାନେ ରହୁଥିବା ଗୃହ କୁ ସୁନ୍ଦର ଭାବରେ ସଜେଇବା ସହ ସ୍ୱଚ୍ଛତା ଉପରେ କାର୍ଯ୍ୟ କରିଥିଲେ।ସେବକ ଆଶ୍ରମ ପାଇଁ କିଛି ଜରୁରୀ ଜିନିଷ ଯୋଗେଇ ଦେଇଥିଲେ।ଏହା ଛଡା chhatia ସ୍ଥିତ New life social work ର ପ୍ରଥମ ବାର୍ଷିକ ଉତ୍ସବ ରେ ସମ୍ମାନିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସ୍ୱାଭିମାନ ସେବା ସଙ୍ଘ ସମ୍ମାନିତ ହୋଇଥିଲେ
